ସଂଗ୍ରାମ କେଶରୀ ସେନାପତିମୁଁ ସଂଗ୍ରାମ କେଶରୀ ସେନାପତି । ପ୍ରାୟତଃ ସଭିଏଁ ଗପୁ ବୋଲି ଡାକନ୍ତି, ସେଇଥିପାଇଁ ମୁଁ ଏଇ ପୃଷ୍ଠାର ନାମ ବି ଗପୁ ରଖିଦେଇଛି । ହଁ ଅବଶ୍ୟ ମୋତେ ଗପିବାକୁ ଭଲ ଲାଗେ, ହେଲେ ସବୁବେଳେ ନୁହେଁ । କେବେ କେବେ ଲେଖିବାକୁ ବି ଭଲ ଲାଗେ । ସେଇଥିପାଇଁ ଏଇଠି କିଛି କଥା ଲେଖିବାକୁ ଇଚ୍ଛା କରିଥିଲି । ସ୍ୱଳ୍ପ ଜ୍ଞାନରେ ଯେବେ ଯାହା ଆସେ, ଲେଖିବାକୁ ପ୍ରାୟତଃ ଚେଷ୍ଟା କରେ ।

ଏହି ବ୍ଲଗ୍ ବ୍ୟତୀତ ମୁଁ କିଛି ଅନ୍ୟାନ୍ୟ ବ୍ଲଗରେ ବି ଲେଖେ । ବ୍ଲଗ୍‌ଷ୍ପଟ୍‌ରେ ଓଡ଼ିଆରେ ମୁଁ ଲେଖିଥିବା ବ୍ଲଗ୍‌ଟିଏ ଅଛି ଏଥି ସ‌ହ ଇଂରାଜୀ ବ୍ଲଗ୍‌ଟିଏ ମଧ୍ୟ ଅଛି ।

ମୋର ସଂପୂର୍ଣ ୱେବସାଇଟ୍‌କୁ ଦେଖିବା ପାଇଁ ଏଠାକୁ ଯାଆନ୍ତୁ

ଏଠାରେ ଫେସ୍‌ବୁକ୍‌ /ଟ୍ୱିଟର୍‌ରେ ଯୋଗାଯୋଗ କରିପାରିବେ ।

ଓଡ଼ିଆ ୱିକିପେଡ଼ିଆରେ କିମ୍ବା ଓଡ଼ିଆ ୱିକିପାଠାଗାରରେ ମୋର ଲେଖାମାନ ପଢ଼ିବାକୁ ଏଠାକୁ ଆସନ୍ତୁ ।

ମୋ ଦ୍ୱାରା ପରିଚାଳିତ ଆଉ କିଛି କାର୍ଯ୍ୟ:

Advertisements